Fish Cabbage Mix Chechda (ବନ୍ଧା କୋବି ମାଛ ଚେଁଛେଡା) Recipe



Fish Cabbage Mix Chechda (ବନ୍ଧା କୋବି ମାଛ ଚେଁଛେଡା) Recipe is a unique and very tasty food item in odisha. It is very tasty with Chapati. You can eat with rice also but people like to eat with Chapati. Let's see the how to make this.

Fish Cabbage Mix Chechda

Fish Cabbage Mix Chechda Ingredients (ବନ୍ଧା କୋବି ମାଛ ଚେଁଛେଡା ପାଇଁ ସାମଗ୍ରୀ)


  • 1 Head and tail portion of  Rohi or Bakura fish (୧ ଟି ମାଛ ର ମୁଣ୍ଡ ଏବଂ ଲାଞ୍ଜ )
  • Potato - 2 "cut into the small cube" (୨ ଟି ଆଳୁ ସାନ କଟା ଥିବା )
  • Onion - 2 small sliced (୨ ଟି ପିଆଜ କଟା ଥିବା)
  • Ginger paste - 1tsp (ଅଦା ପେଷ୍ଟ)
  • Garlic paste - 1tsp (ରସୁଣ ପେଷ୍ଟ)
  • Tomato - 1 small (ଟମାଟୋ)
  • Turmeric powder - 2tsp (ହଳଦୀ ଗୁଣ୍ଡ)
  • Chili powder - 2tsp (ଲଙ୍କା ଗୁଣ୍ଡ)
  • Cabbage - 500gm ( cut into thin slices) (ବନ୍ଧା କୋବି ୧/୨ କିଲୋ ସାନ କଟା ଥିବା )
  • Fish curry powder - 1tsp (ମାଛ ମସଲା)
  • Mustard oil (ସୋରିଷ ତେଲ)
  • Salt (ଲୁଣ)
  • Garam masala-1 tsp (ଗରମ ମସଲା)

Fish Cabbage Mix Chechda Cooking Procedure (ବନ୍ଧା କୋବି ମାଛ ଚେଁଛେଡା ତିଆରି ପ୍ରଣାଳୀ )

1.Clean the fish and add 1 tsp salt and 1tsp turmeric.Mix it properly.
୧. ପ୍ରଥମେ ମାଛ କୁ ଭଲ ରେ ଧୁଅନ୍ତୁ ଏବଂ ହଳଦୀ, ଲୁଣ ଦେଇ ଗୋଳାନ୍ତୁ


2. Heat the pan and put some Mustard oil (cooking oil) in the pan & Fry the cabbage and potatoes for 5-10 mins and keep aside then add some Mustard oil in the same pan and fry the fish.
୨. କଡେଇ ରେ ତେଲ ଗରମ କରି ସେଠି ଆଳୁ ଏବଂ ବନ୍ଧା କୋବି କୁ ଭଲ ରେ ଭାଜନ୍ତୁ, ଏବଂ ପାଖରେ ବାହାର କରି ରଖନ୍ତୁ | ସେଇ କଡେଇ ରେ ତେଲ ପକାଇ ମାଛ କୁ ମଧ୍ୟ ଭଲ ରେ ଭାଜନ୍ତୁ !

3. Take the fish to a plate and now in the same pan add some Mustard oil to add onion and fry till golden brown.
୩. ବର୍ତମାନ ମାଛ କୁ କାଢି ନିଅନ୍ତୁ ଏବଂ ସେଇ କଡେଇ ରେ ତେଲ ଗରମ କରି ପିଆଜ କୁ ଲାଲ ହେବ ଯାଏ ଭାଜନ୍ତୁ


4. Add ginger, garlic paste and fry it, then add chili powder, turmeric powder, tomatoes and fry for some time, add 1 tsp fish curry powder into it.
୪. ସେଇଥିରେ ରସୁଣ, ଅଦା ପେଷ୍ଟ ପକାଇ ଫ୍ରଏ କରନ୍ତୁ ଟିକେ ସମୟ ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପକାଇ ଭଲ ରେ କଶନ୍ତୁ, ଗୋଟେ ଚାମଚ ମାଛ ତରକାରୀ ମସଲା ପକାନ୍ତୁ ଏବଂ ଗୋଳାନ୍ତୁ 


5. When masala leaves the oil to add fried fish and crushed it into the Pan, Add cabbage, potato, and salt. Mix it properly.
୫. ମସଲା ଭଲ ରେ କଷିଲା ପରେ ମାଛ କୁ ପକାନ୍ତୁ ଏବଂ ତାହାକୁ କଶନ୍ତୁ , କିଛି ସମୟ ପରେ ପ୍ରଥମେ ଫ୍ରଏ ଥିବା ଆଳୁ ଏବଂ କୋବି କୁ ମଧ୍ୟ ପକାଇ କଶନ୍ତୁ



6. Now cover with a plate, cook till the cabbage and potato became boiled properly. Then add garam masala and mix well.
୬. କଡେଇ କୁ ଘୋଡେଇ ଦିଅନ୍ତୁ ଏବଂ ଭଲ ରେ ସବୁ ଜିନିଷ ସିଝିବା ଯାଏ ରାଧାନ୍ତୁ, ଦରକାର ଥିଲେ ପାଣି ମଧ୍ୟ ଦିଅନ୍ତୁ | ଏହା ପରେ ଗରମ ମସଲା ପକାଇ ଗୋଳାନ୍ତୁ !



7. Now the Cabbage (Bandha Kobi) Machha Chhinchada is ready to serve.
୭. ଆପଣ ନ୍କ ବନ୍ଧା କୋବି ମାଛ ଚେଁଛେଡା ରେଡି


Also See: Desi Chicken Kasa (କୁକୁଡ଼ା ମାଂସ କଷା)

Made By
: Prasanti Priyadarshini Behera
From: Bhadrakh

No comments

Powered by Blogger.