Mutton Haleem Recipe (ମଟନ୍‌ ହାଲିମ୍)



         A delicious Ramzan special, Hyderabadi Haleem is a very tasty mutton recipe. Here we are sharing the full recipe of Mutton haleem. This recipe made by Miss Arpita Mohapatra from Bangalore. Mutton Haleem is the popular food item in Hyderabad. Let's see how to make this. 



Mutton Haleem Ingredients (ମଟନ୍‌ ହାଲିମ୍ ପାଇଁ ଆବଶ୍ୟକ ସାମଗ୍ରୀ)
Mutton (ମଟନ୍‌)
Chana daal and Yellow Petite Lentils (ବୁଟ ଏବଂ ମୁଗ ଡାଲି)
Wheat (ଗହମ)
Ghee (ଘିଅ)
Cloves (ଲବଙ୍ଗ)
ଜାୟତ୍ରୀ
ଗୁଜୁରାତି
Ginger and Garlic Paste (ଅଦା ଓ ରସୁଣ ବଟା)
Onion (ପିଆଜ)
Tej pata (ତେଜପତ୍ର)
Kesar (କେଶର)
Green chilies paste (ବଟା କଞ୍ଚାଲଙ୍କା)
Salt (ଲୁଣ)


Methods of Mutton Haleen Recipe (ମଟନ୍‌ ହାଲିମ୍ ପ୍ରସ୍ତୁତି ପ୍ରଣାଳୀ)

1. First of all soak red chana, yellow petite lentils, and wheat for some time.
ପ୍ରଥମେ ବୁଟ,ମୁଗ ଡାଲି ଏବଂ ଗହମକୁ କିଛି ସମୟ ପାଇଁ ବତୁରେଇ ଦିଅନ୍ତୁ। 



2. Heat the oil in a pan and put tejpata, cloves, and another masala.
କଡ଼େଇରେ  ତେଲ ଗରମ କରି ଏଥିରେ ତେଜପତ୍ର, ଲବଙ୍ଗ, ଜାୟତ୍ରୀ ଓ ଗୁଜୁରାତି ପକାନ୍ତୁ। 




3. Put the Garlic and ginger paste and mix it properly. It should be looks red.
ଏଥିରେ ଅଦା ଓ ରସୁଣ ବଟାକୁ ପକାଇ ମସଲାକୁ କଷନ୍ତୁ। ମସଲାର ରଙ୍ଗ ହାଲ୍‌କା ଲାଲ୍‌ ହେବା ଯାଏ ଏହାକୁ କଷନ୍ତୁ।



4. Now put the mutton, green chilies paste, turmeric powder, salt, and kesar. Now cook this properly.
ଏବେ ମଟନ୍‌ ସହ କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲୁଣ ଓ କେଶର ପକାଇ ଦିଅନ୍ତୁ। ମଟନ୍‌ ଅଧା ସିଝିବା ଯାଏ ଏହାକୁ କଷନ୍ତୁ । 



5. Now put that wheat and dal.
ଏବେ ଏଥିରେ ପୂର୍ବରୁ ବତୁରିଥିବା ଗହମ ଓ ଡାଲି ପକାଇ ଦିଅନ୍ତୁ। 



6. Now cook properly till dal getting boiled properly.
ଡାଲି ପୁରା ସିଝିବା ସହ ଏହା ମିଶିବା ଯାଏ ମଟନ୍‌କୁ କଷନ୍ତୁ। 




7. After mutton getting boiled, take out the pot.
ମଟନ୍‌ ସମ୍ପୂର୍ଣ ସିଝିଯିବାପରେ ଏହାକୁ ଓହ୍ଲାଇ ଦିଅନ୍ତୁ।



8. Your mutton haleem is ready, Now serve the mutton haleem.
ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଟନ୍‌ ହାଲିମ୍।

Also See: Banana Peel Chop Recipe (କଦଳୀ ଚୋପା ବରା)

Made By: Arpita Mohapatra
From: Bangalore

No comments

Powered by Blogger.