Banana Peel Chop Recipe (କଦଳୀ ଚୋପା ବରା) - Unique Odia Food Recipe - Banana Peel Chop one of the very Unique Odia food Recipes. It's very tasty and good with Rice and fast food. Let's see how to make this and all ingredients.
Banana Peel Chop Recipe Ingredients (କଦଳୀ ଚୋପା ବରା ସାମଗ୍ରୀ ଦରକାର)
- 4 Banana Peels Chop (୪ ଟି କଦଳୀ ର ଚୋପା)
- 1 Bowl Besan (Gram Flour) (୧ ଟି ଗିନା ବେସନ)
- Salt (ଲୁଣ ସ୍ୱାଦ ଅନୁସାରେ)
- 1 Spoon Chilli Powder (୧ ଚାମଚ ଲଙ୍କା ପୱଡର)
- Garlic 4 Pieces (ରସୁଣ ୪ ପାଖୁଡା)
- Jeera(Cumin) 1 Spoon (୧ ଚାମଚ ଜିରା)
- Refine Oil (ରିଫାଇନେ ତେଲ)
How to make Banana Peel Chop (କେମିତି ତିଆରି କରିବେ କଦଳୀ ଚୋପା ବରା)
୧. କଦଳୀ ଚୋପା କୁ ଭଲ ରେ ଧୋଇ ରଖନ୍ତୁ
(Clean the banana peels and take in a bowl)
୨. ୧୫ ମିନଟ ପାଇଁ କଦଳୀ ଚୋପା କୁ ସିଝାନ୍ତୁ
(Boil the banana peels for 15 minutes)
୩. ଭଲ ରେ ସିଝିଲା ପରେ ଗୋଟେ ଗିନା ରେ କାଢି ରଖନ୍ତୁ
(After boil take in a bowl)
୪. ବର୍ତମାନ ଜୀରା, ରସୁଣ, କଦଳୀ ଚୋପା କୁ ଭଲ ରେ ବାଟି ଦିଅନ୍ତୁ
(Grind the banana peels, jeera(Cumin), garlic and make a paste)
୫. ବର୍ତମାନ ଏହାକୁ ଗୋଟେ ଗିନା ରେ ନେଇ ସେଥିରେ କିଛି ଲଙ୍କା ଗୁଣ୍ଡ, ଲୁଣ ସ୍ୱାଦ ଅନୁସାରେ ମିଶାନ୍ତୁ
(Mix Besan(Gram Flour),salt, chilli powder in that paste)
୬. ଗୋଟେ ତାୱା ରେ କିଛି ତେଲ ଗରମ କରନ୍ତୁ ଏବଂ ସେଥିରେ କଦଳୀ ଚୋପା ବଟା ରୁ କିଛି ଅଂଶ ନେଇ ତାୱା ରେ ଆସ୍ତେ ଆସ୍ତେ ଚୌଡା କରି ରଖନ୍ତୁ
(Take a pan with oil and take some portion of that mix and drop on pan slowly slowly...)
୭. ଭଲ ରେ ତିଆରି ହେବ (ଲାଲ ଦେଖା ହେବ ପର୍ଯ୍ୟନ୍ତ) ପରେ ତାହାକୁ ଓପର ତଳ କରି ଭଲ ରେ ଫ୍ରାଏ କରନ୍ତୁ
(Fry this, until its looks brown)
୮. ତିଆରି ହେଲା ପରେ ଗୋଟେ ଗିନା ରେ ରଖନ୍ତୁ ଆଉ ଖାଇବକୁ ଦିଅନ୍ତୁ
(Serve in a plate)
Full Video Banana Peel Chop Recipe (ଭିଡ଼ିଓ ରେ ଦେଖନ୍ତୁ କଦଳୀ ଚୋପା ବରା)
ରେସିପି ତିଆରି କରିଛନ୍ତି
- ପୁଷ୍ପ ଲତା ଜେନା
- ରାଉରକେଲା, ଓଡିଶା