ପ୍ରଥମ ଥର ଶାରୀରିକ ସମ୍ବନ୍ଧ ରଖିବା ପରେ ମହିଳା ମାନଙ୍କ ମଧ୍ୟରେ ଦେଖାଦିଏ ଏହି ଶାରୀରିକ ପରିବର୍ତ୍ତନ

କଣ ଆପଣ ଜାଣିଛନ୍ତି କି ପ୍ରଥମ ଥର ଶାରୀରିକ ସମ୍ବନ୍ଧ ରଖିବା ପରେ ମହିଳା ମାନଙ୍କ ଶରୀରରେ କଣ ପରିବର୍ତ୍ତନ ଆସିଥାଏ । କହିବାକୁ ଗଲେ ଏହି ପରିବର୍ତ୍ତନ ଦ୍ଵାରା ମହିଳା ମାନଙ୍କୁ କୌଣସି ଖାସ ସମସ୍ୟା ହୋଇ ନ ଥାଏ । କେବଳ ମହିଳାମାନଙ୍କ ଉପରେ ଏହା ଲାଗୁ ହୋଇ ନ ଥାଏ, ଏହିଭଳି କିଛି ପରିବର୍ତ୍ତନ ପୁରୁଷମାନଙ୍କ ମଧ୍ୟରେ ବି ଦେଖାଯାଏ ।

what-changes-coming-after-first-time-sex-in-a-girl
Credit: Google Images (Shutterstuck)

ମହିଳାମାନଙ୍କ ମଧ୍ୟରେ ହେଉଥିବା ପରିବର୍ତ୍ତନ ମଧ୍ୟରେ କିଛି ପରିବର୍ତ୍ତନ ଶରୀରର ବାହାର ଅଂଶରେ ହୋଇଥାଏ ଓ ଅନ୍ୟ କିଛି ଶରୀର ଭିତରେ ହୋଇଥାଏ । ସେଥିରୁ କିଛି ପରିବର୍ତ୍ତନ ବିଷୟରେ ଏଠି ଆମେ ଆପଣ ଙ୍କୁ ଜଣେଇବୁ । 


ଚାଲିରେ ପରିବର୍ତ୍ତନ

ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ପରେ ମହିଳାମାନଙ୍କ ଚାଲିରେ ପ୍ରାକୃତିକ ରୂପରେ କିଛି ପରିବର୍ତ୍ତନ ଆସିଥାଏ । ଯାହା ଆପଣ ତାଙ୍କର ଚାଲିରୁ ଜାଣି ପାରିବେ । ମହିଳାମାନଙ୍କ ଶରୀରର ଆକାରରେ ବି ପରିବର୍ତ୍ତନ ଆସିଥାଏ ।

what-changes-coming-after-first-time-sex-in-a-girl


ଚେହେରାରେ ପରିବର୍ତ୍ତନ –

ଝିଅମାନେ ଯେତେବେଳେ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖନ୍ତି , ସେମାନଙ୍କ ଚେହେରାରେ କିଛି ପରିବର୍ତ୍ତନ ସମ୍ପୂର୍ଣ ନଜର ଆସିଥାଏ । ମାନେ ତାଙ୍କ ଚେହେରା ଉଜ୍ଜ୍ଵଳ ନଜର ଆସିଥାଏ । ଝିଅମାନେ ପୂର୍ବ ଅପେକ୍ଷା ଅଧିକ ଖୁସିରେ ରହିବାକୁ ଲାଗନ୍ତି ।


ଚିନ୍ତା କମ ହେବା

ଶାରୀରିକ ସମ୍ପର୍କ ରଖିବା ପରେ ପୁଅମାନଙ୍କ ଠାରୁ ଝିଅମାନଙ୍କ ଶରୀରରେ ଅକ୍ସୀଟୋସିନ, ଏଂଡୋର୍ଫିନ୍ସ ଓ ସିରୋଟୋନିନ୍ସ ଭଳି ହର୍ମୋନ୍ସର ପ୍ରବାହ ଅଧିକ ହୋଇଥାଏ । ଏହି ହର୍ମୋନଲ ଚେଞ୍ଜେସ ମହିଳାମାଙ୍କ ମୁଡକୁ ଆହୁରି ଅଧିକ ଭଲ କରିଦିଏ । ଏକ ଅଧ୍ୟୟନ ଦ୍ଵାରା ଜଣା ପଡିଛି କି ଯେଉଁ ଲୋକମାନେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସବୁଦିନ ସମ୍ବନ୍ଧ କରନ୍ତି ତାଙ୍କ ମଧ୍ୟରେ ଚିନ୍ତା କମ ଦେଖାଯାଏ । ତାଙ୍କର ମସ୍ତିଷ୍କ ସକରାତ୍ମକ ରୂପରେ କାମ କରିବାକୁ ଲାଗିଥାଏ । ଏହା ସହିତ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବି ବଢିଥାଏ ।


what-changes-coming-after-first-time-sex-in-a-girl

ସ୍ତନରେ ପରିବର୍ତ୍ତନ

ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା  ପରେ ସ୍ତନ ପୂର୍ବ ଅପେକ୍ଷା ୨୫ ପ୍ରତିଶତ ଆହୁରି ବଢିଯାଏ ଏବଂ ରକ୍ତବାହିକା ଗୁଡିକର ବି ଗତିବିଧି ବଢିଯାଏ ଓ ଏହି କାରଣରୁ ଶରୀରରେ କିଛି ଚେଞ୍ଜେସ ଦେଖିବାକୁ ମିଳିଥାଏ ।

ବୁଦ୍ଧିରେ ଉନ୍ନତି

ଏକ ରିସର୍ଚ ଅନୁସାରେ ଜଣା ପଡିଛି ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ପରେ ମହିଳାମାନଙ୍କ ବୁଦ୍ଧି ପୂର୍ବ ଅପେକ୍ଷା ଆହୁରି ବି ଭଲ ହୋଇଯାଏ । ଯେତେବେଳେ କି ସେମାନେ ପୁରୁଷମାନଙ୍କ ହର୍ମୋନ ର ସମ୍ପର୍କରେ ଆସନ୍ତି ତେବେ ତାଙ୍କର ମସ୍ତିଷ୍କ ପୂର୍ବ ଅପେକ୍ଷା ଅଧିକ କ୍ରିୟାଶୀଳ ହୋଇଯାଏ । ମସ୍ତିଷ୍କର କାର୍ଯ୍ୟ କରିବାର କ୍ଷମତାରେ ବି ଉନ୍ନତି ଆସିଥାଏ ଓ ନୂଆ ନ୍ୟୁରନ୍ସ ଓ ବ୍ରେନ ସେଲ୍ସର ଗଠନ ହୋଇଥାଏ । 


Image Source: Google and a few are CC Licensed images (Pixabay)

Post a Comment

0 Comments
* Please Don't Spam Here. All the Comments are Reviewed by Admin.
Copyrights Disclaimer:

We Odia360 display content for news, entertainment, informational and promotional purpose only. Visitors can watch/view/download the original content through the respective streaming/blog/news/official websites and we don’t encourage piracy downloads or views. If any clarification, promotion, or removal of content please send an email to odia360.com[@]gmail.com. Don’t give us copyright complaints before contacting us.

buttons=(Accept !) days=(20)

We use technical and analytic cookies to give you the best experience. Learn More
Accept !