Chocolate cake, one of the most favorite sweet dish of every one and this is a rich and moist chocolate cake. It only takes a few minutes to prepare the batter.Let's see how to make this.
Ingredients for Chocolate cake Recipe (ସାମଗ୍ରୀ ଦରକାର ଚକଲେଟ କେକ ପାଇଁ)
1. Maida Flour 2 cup (ମଇଦା ୨ କପ)
2. Nestle Milkmaid 1/2 tin(200g) ( ମିଲକମେଡ଼)
3. Milk (କ୍ଷୀର)
4. Curd 50g (ଦହି ୫୦ ଗ୍ରାମ)
5. Butter 100g (ମାଖନ ୧୦୦ ଗ୍ରାମ)
6. Cocoa Powder 50g (କୋକୋ ପାଉଡର)
7. Cashew-nut and Raisin chopped 1/2 cup (କାଜୁ କିସମିସ ୧/୨ କପ)
8. Baking Powder 1 tsp (ବେକିଙ୍ଗ ପାଉଡର)
9. Baking Soda 1/2 tsp (ବେକିଙ୍ଗ ସୋଡ଼ା)
Procedure for Chocolate cake (ତିଆରି କରିବାର ପ୍ରଣାଳୀ)
1. Heat the baking tin (greased) in oven at 180 C.
କେକ ତିଆରି ପାତ୍ର କୁ ୧୮୦ ଡିଗ୍ରୀ ତାପ ରେ ଓ଼ବେନ ରେ ଗରମ କରନ୍ତୁ
2. Sieve together the maida, cocoa, baking powder and baking soda.
ମଇଦା, କୋକୋ ପାଉଡର, ବେକିଙ୍ଗ ପାଉଡର, ବେକିଙ୍ଗ ସୋଡ଼ା କୁ ଭଲ ଭାବ ରେ ମିଶାନ୍ତୁ
3. Beat butter and curd until light and creamy.
ମାଖନ ଏବଂ ଦହି କୁ ମିଶାନ୍ତୁ ଯେପରି ଏହା ପତଳା ଏବଂ କ୍ରିମ ହେଇ ଯାଉ
4. Then add sieved ingredients (maida, cocoa, baking powder and baking soda).
ମଇଦା, କୋକୋ ପାଉଡର, ବେକିଙ୍ଗ ପାଉଡର, ବେକିଙ୍ଗ ସୋଡ଼ା ମିଶ୍ରଣ କୁ ପକାନ୍ତୁ
5. Then add milk and Nestle milkmaid.
କ୍ଷୀର ଏବଂ ମିଲକମେଡ଼ କୁ ମିଶାନ୍ତୁ
6. Add the chopped cashew-nut and raisin & pour into greased tin.
କାଜୁ କିସମିସ କୁ ପକାନ୍ତୁ ଏବଂ ଏହି ଘୋଳ କୁ ଓ଼ବେନ ରେ ଥିବା ପାତ୍ର ରେ ପକାନ୍ତୁ
7. Bake in the preheated oven for 25-30 minutes till top side getting dry and look clean.
୨୫ ରୁ ୩୦ ମିନିଟ ଗରମ କରନ୍ତୁ ଯେପରି ଏହା ସଫା ଦେଖା ଯାଉ ଏବଂ ଫୁଲି ଯାଉ
8. Allow to cool in tin for 2-3 minutes and remove from tin onto a plate.
୨ ରୁ ୩ ମିନଟ ଥଣ୍ଡା କରି ପ୍ଲେଟ ରେ ବାହାର କରନ୍ତୁ
9. Now the Chocolate cake is ready
ଆପଣ ନ୍କ ଚକଲେଟ କେକ ରେଡି
ରେସିପି ତିଆରି କରିଛନ୍ତି
ପୁଷ୍ପ ଲତା ଜେନା
ରାଉରକେଲା, ଓଡିଶା
ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ