Masala Pasta Recipe (ପାସ୍ତା ମସଲା ରେସପି)





Masala Pasta Recipe Ingredients (ପାସ୍ତା ମସଲା ରେସପି ସାମଗ୍ରୀ) 

- Soya Chunks (ସୋୟାବିନ ବଡି)
- cabage (ବନ୍ଧା କୋବି )
- onion (ପିଆଜ )
- capsicum (କାପ୍ସିକମ )
- carrot (ଗାଜର)
- Cumin (ଜିରା )
- soya sauce (ସୋୟା ସସ )
- vinegar (ଭିନେଗାର )
- chili sauce (ଚିଲି ସସ )
- tomato sauce (ଟମାଟୋ ସସ )
- Cumin powder (ଜିରା ଗୁଣ୍ଡ )
- Chilli powder (ଲଙ୍କା ଗୁଣ୍ଡ )

Masala Pasta Method (ପାସ୍ତା ମସଲା ତିଆରି

୧.  ସୋୟାବିନ ବଡି ପାଣି ରେ ୧୦ ମିନଟ ଯାଏ ସିଝାନ୍ତୁ ଏବଂ ଶୁଖାଇ ଅନ୍ୟ ପତ୍ର ରେ ରଖନ୍ତୁ 
(1. Boil Soya chunks until till 10 minute on high flame and then drain the water and keep it aside.)



୨. କାପ୍ସିକମ, ଗାଜର, କୋବି କୁ ସମାନ ସାଇଜ ର କାଟନ୍ତୁ ଏବଂ ପିଆଜ କୁ ପତଳା କାଟନ୍ତୁ 
(2. Cut capsicum, cabage, and carrot in lengthwise.cut onions in thin layers)



୩. ଚୌଡା କଢେଇ ଗରମ କରନ୍ତୁ ସେଥିରେ କିଛି ତେଲ ଦିଅନ୍ତୁ ତା ପରେ କିଛି ଜିରା ଦିଅନ୍ତୁ, ବର୍ତମାନ ପିଆଜ କୁ ପକେଇ ଭଲ ରେ ଭାଜନ୍ତୁ 
(3. Heat a wide pan and put some oil and add some cummin then put onion slices and cook it for 2/3 mints (Until looks brown))



୪. ଗାଜର, କୋବି, କାପ୍ସିକମ କୁ ପକାଇ ୨ ରୁ ୩ ମିନଟ ରାନ୍ଧନ୍ତୁ ଏବଂ ସେଥିରେ ସ୍ୱାଦ ଅନୁଯାଇ ଲୁଣ ଦିଅନ୍ତୁ 
(4. Now put capsicum, carrot, cabbage and  cook it for 2/3 mints
with adding salt.)



୫. ଅଧା ଚାମଚ ଟମାଟୋ, ଚିଲି, ସୋୟା ସସ ଏବଂ ଭିନେଗାର ପକାନ୍ତୁ 
(5. Now add half teaspoon soya sauce, vinegar, tomato sauce and chili saus.)



୬. ବର୍ତମାନ ସେଥିରେ ସୋୟା ବଡି ଦେଇ ଭଲ ରେ ରାନ୍ଧନ୍ତୁ ୨ ମିନଟ ପାଇଁ 
(6. Now Put boiled soya chunks and cook it for 2 minutes.)




୭. ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଦେଇ ୧ ମିନଟ ପାଇଁ ଭଲ ରେ ରାନ୍ଧନ୍ତୁ 
(7. Now add some cumin powder and mirchi powder and cook for 1 minute.)



୮. ଧନିଆ ପତ୍ର ଦେଇ ଖାଇବାକୁ ପରସନ୍ତୁ 
(8. Serve it with coriander seeds.)




ରେସିପି ତିଆରି କରିଛନ୍ତି 
ଅଭିଶେଖ ରଥ (Proffesional Cook)
ବ୍ରହ୍ମପୁର, ଓଡିଶା


ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - [email protected] 

1 comment:

  1. Nice Post thanks for the information, good information & very helpful for others. flipkart lucky draw For more information about Online Shopping Lucky Winner, Flipkart, HomeShop18, Shopping Lucky, Draw, Contest, Winner, Prize, Result, 2018 - 2019 Flipkart Lucky Draw Winner

    ReplyDelete

Powered by Blogger.