Niswasa To Bina Lyrics in Odia

ନିଶ୍ୱାସ ତୋବିନା ମୋର ଚଲେନା

ବିଶ୍ୱାସ ତୋବିନା କିଛି ହୁଏନା

କିଛିନୁହେଁ ମୁଁ ତୋ ବିନା

କିଛିନୁହେଁ ମୁଁ ତୋ ବିନା


ଧୀରେ-ଧୀରେ ଲାଗେ ମତେ

ଏତେ ଭଲ ପାଏ ତତେ

ଭୁଲିଲେବି ଭୁଲି ପାରେନା


ନିଶ୍ୱାସ ତୋବିନା ମୋର ଚଲେନା

ବିଶ୍ୱାସ ତୋବିନା କିଛି ହୁଏନା

କିଛିନୁହେଁ ମୁଁ ତୋ ବିନା

କିଛିନୁହେଁ ମୁଁ ତୋ ବିନା


ଯୁଆଡେ ଯାଏ ମୁଁ, ତତେ ହିଁ ପାଏ ମୁଁ

ସକାଳୁ ସଞ୍ଜଯାଏ ତତେହି ଚାହେଁ ମୁଁ

ତୁ ମୋର ଦୁନିଆ, ତୁ ମୋର ପୃଥିବୀ

ଲାଗୁଛି ସବୁବେଳେ ତୁ ଥିଲେ ମୁଁ ଥିବି


ସକାଳ ତୋବିନା ମୋର ପହେନା

ସ୍ପନ୍ଦନ ତୋବିନା ମୋର ଚଲେନା

କିଛିନୁହେଁ ମୁଁ ତୋ ବିନା

କିଛିନୁହେଁ ମୁଁ ତୋ ବିନା


ଗଢିଲି ତୋ ସାଥେ ଏମିତି ସମ୍ପର୍କ

ଲାଗୁଛୁ ତୁ ମୋର ପ୍ରେମର କୋଣାର୍କ

ତୁ ଥିଲେ କାହିଁକି ସବୁତ ସୁନ୍ଦର?

ତୋବିନା ଦୁନିଆଁଟା ଲାଗେତ ଅନ୍ଧାର


ସପନ ତୋବିନା ଦେଖି ହୁଏନା

ଜୀବନ ତୋବିନା ଭାବିହୁଏନା

କିଛିନୁହେଁ ମୁଁ ତୋ ବିନା

କିଛିନୁହେଁ ମୁଁ ତୋ ବିନା


ତୁ ଥିଲେ ମୋ ସାମ୍ନାରେ

କାହାକୁ ଏ ଜୀବନରେ ଚାହିଁଲେବି ଚାହିଁପାରେନା

କିଛିନୁହେଁ ମୁଁ ତୋ ବିନା

କିଛିନୁହେଁ ମୁଁ ତୋ ବିନା

କିଛିନୁହେଁ ମୁଁ ତୋ ବିନା

କିଛିନୁହେଁ ମୁଁ ତୋ ବିନା


Odia Song Lyrics - Odia360

Post a Comment

0 Comments
* Please Don't Spam Here. All the Comments are Reviewed by Admin.

buttons=(Accept !) days=(20)

We use technical and analytic cookies to give you the best experience. Learn More
Accept !