Odia360.Com Website is For Sale

ପ୍ରଥମ ଥର ଶାରୀରିକ ସମ୍ବନ୍ଧ ରଖିବା ପରେ ମହିଳା ମାନଙ୍କ ମଧ୍ୟରେ ଦେଖାଦିଏ ଏହି ଶାରୀରିକ ପରିବର୍ତ୍ତନ

କଣ ଆପଣ ଜାଣିଛନ୍ତି କି ପ୍ରଥମ ଥର ଶାରୀରିକ ସମ୍ବନ୍ଧ ରଖିବା ପରେ ମହିଳା ମାନଙ୍କ ଶରୀରରେ କଣ ପରିବର୍ତ୍ତନ ଆସିଥାଏ । କହିବାକୁ ଗଲେ ଏହି ପରିବର୍ତ୍ତନ ଦ୍ଵାରା ମହିଳା ମାନଙ୍କୁ କୌଣସି ଖାସ ସମସ୍ୟା ହୋଇ ନ ଥାଏ । କେବଳ ମହିଳାମାନଙ୍କ ଉପରେ ଏହା ଲାଗୁ ହୋଇ ନ ଥାଏ, ଏହିଭଳି କିଛି ପରିବର୍ତ୍ତନ ପୁରୁଷମାନଙ୍କ ମଧ୍ୟରେ ବି ଦେଖାଯାଏ ।

what-changes-coming-after-first-time-sex-in-a-girl
Credit: Google Images (Shutterstuck)

ମହିଳାମାନଙ୍କ ମଧ୍ୟରେ ହେଉଥିବା ପରିବର୍ତ୍ତନ ମଧ୍ୟରେ କିଛି ପରିବର୍ତ୍ତନ ଶରୀରର ବାହାର ଅଂଶରେ ହୋଇଥାଏ ଓ ଅନ୍ୟ କିଛି ଶରୀର ଭିତରେ ହୋଇଥାଏ । ସେଥିରୁ କିଛି ପରିବର୍ତ୍ତନ ବିଷୟରେ ଏଠି ଆମେ ଆପଣ ଙ୍କୁ ଜଣେଇବୁ । 


ଚାଲିରେ ପରିବର୍ତ୍ତନ

ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ପରେ ମହିଳାମାନଙ୍କ ଚାଲିରେ ପ୍ରାକୃତିକ ରୂପରେ କିଛି ପରିବର୍ତ୍ତନ ଆସିଥାଏ । ଯାହା ଆପଣ ତାଙ୍କର ଚାଲିରୁ ଜାଣି ପାରିବେ । ମହିଳାମାନଙ୍କ ଶରୀରର ଆକାରରେ ବି ପରିବର୍ତ୍ତନ ଆସିଥାଏ ।

what-changes-coming-after-first-time-sex-in-a-girl


ଚେହେରାରେ ପରିବର୍ତ୍ତନ –

ଝିଅମାନେ ଯେତେବେଳେ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖନ୍ତି , ସେମାନଙ୍କ ଚେହେରାରେ କିଛି ପରିବର୍ତ୍ତନ ସମ୍ପୂର୍ଣ ନଜର ଆସିଥାଏ । ମାନେ ତାଙ୍କ ଚେହେରା ଉଜ୍ଜ୍ଵଳ ନଜର ଆସିଥାଏ । ଝିଅମାନେ ପୂର୍ବ ଅପେକ୍ଷା ଅଧିକ ଖୁସିରେ ରହିବାକୁ ଲାଗନ୍ତି ।


ଚିନ୍ତା କମ ହେବା

ଶାରୀରିକ ସମ୍ପର୍କ ରଖିବା ପରେ ପୁଅମାନଙ୍କ ଠାରୁ ଝିଅମାନଙ୍କ ଶରୀରରେ ଅକ୍ସୀଟୋସିନ, ଏଂଡୋର୍ଫିନ୍ସ ଓ ସିରୋଟୋନିନ୍ସ ଭଳି ହର୍ମୋନ୍ସର ପ୍ରବାହ ଅଧିକ ହୋଇଥାଏ । ଏହି ହର୍ମୋନଲ ଚେଞ୍ଜେସ ମହିଳାମାଙ୍କ ମୁଡକୁ ଆହୁରି ଅଧିକ ଭଲ କରିଦିଏ । ଏକ ଅଧ୍ୟୟନ ଦ୍ଵାରା ଜଣା ପଡିଛି କି ଯେଉଁ ଲୋକମାନେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସବୁଦିନ ସମ୍ବନ୍ଧ କରନ୍ତି ତାଙ୍କ ମଧ୍ୟରେ ଚିନ୍ତା କମ ଦେଖାଯାଏ । ତାଙ୍କର ମସ୍ତିଷ୍କ ସକରାତ୍ମକ ରୂପରେ କାମ କରିବାକୁ ଲାଗିଥାଏ । ଏହା ସହିତ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବି ବଢିଥାଏ ।


what-changes-coming-after-first-time-sex-in-a-girl

ସ୍ତନରେ ପରିବର୍ତ୍ତନ

ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା  ପରେ ସ୍ତନ ପୂର୍ବ ଅପେକ୍ଷା ୨୫ ପ୍ରତିଶତ ଆହୁରି ବଢିଯାଏ ଏବଂ ରକ୍ତବାହିକା ଗୁଡିକର ବି ଗତିବିଧି ବଢିଯାଏ ଓ ଏହି କାରଣରୁ ଶରୀରରେ କିଛି ଚେଞ୍ଜେସ ଦେଖିବାକୁ ମିଳିଥାଏ ।

ବୁଦ୍ଧିରେ ଉନ୍ନତି

ଏକ ରିସର୍ଚ ଅନୁସାରେ ଜଣା ପଡିଛି ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ପରେ ମହିଳାମାନଙ୍କ ବୁଦ୍ଧି ପୂର୍ବ ଅପେକ୍ଷା ଆହୁରି ବି ଭଲ ହୋଇଯାଏ । ଯେତେବେଳେ କି ସେମାନେ ପୁରୁଷମାନଙ୍କ ହର୍ମୋନ ର ସମ୍ପର୍କରେ ଆସନ୍ତି ତେବେ ତାଙ୍କର ମସ୍ତିଷ୍କ ପୂର୍ବ ଅପେକ୍ଷା ଅଧିକ କ୍ରିୟାଶୀଳ ହୋଇଯାଏ । ମସ୍ତିଷ୍କର କାର୍ଯ୍ୟ କରିବାର କ୍ଷମତାରେ ବି ଉନ୍ନତି ଆସିଥାଏ ଓ ନୂଆ ନ୍ୟୁରନ୍ସ ଓ ବ୍ରେନ ସେଲ୍ସର ଗଠନ ହୋଇଥାଏ । 


Image Source: Google and a few are CC Licensed images (Pixabay)

Post a Comment

0 Comments
* Please Don't Spam Here. All the Comments are Reviewed by Admin.

buttons=(Accept !) days=(20)

We use technical and analytic cookies to give you the best experience. Learn More
Accept !