ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ବଡ କିମ୍ବା ଛୋଟ ଥିଲେ କଣ ହୋଇଥାଏ ଏବଂ ଏହାର ଉପଚାର ଉପାୟ

What-happens-if-the-breast-size-is-too-large-or-too-small-and-how-to-treat-it


ସ୍ତନ ମହିଳାଙ୍କ ଏମିତି ଗୋଟେ ଅଙ୍ଗ ଯାହା ଅଧିକ ବଢି ଗଲେ ମହିଳା ଙ୍କ ସୁନ୍ଦରତା କମିଯାଇଥାଏ ଏବଂ ବହୁତ କମି ଗଲେ ମଧ୍ୟ ମହିଳା ଙ୍କ ସୁନ୍ଦରତା କମିଯାଇଥାଏ । ଏବଂ ତେବେ ଏହା କୌଣସି ସଠିକ କଥା ନୁହେଁ, ସୁନ୍ଦରତା ମନ ଭିତରୁ ଥାଏ ଏବଂ ନାରୀ ହଉଛନ୍ତି ଭଗବାନ ଙ୍କ ସୁନ୍ଦର ଗଠନ | ଆଜି ଏହି ପ୍ରବନ୍ଧ ରେ ଜାଣନ୍ତୁ ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ବଡ ଥିଲେ କଣ ହୋଇଥାଏ ଏବଂ ଏହାର ଉପଚାର ଉପାୟ

ତେବେ ଆସନ୍ତୁ ଜାଣିବା ବିଶେଷଜ୍ଞ ମାନେ ଏହା ବିଷୟରେ କଣ କଣ କହିଛନ୍ତି ଓ ଆମକୁ ଏମିତିକା ପରିସ୍ଥିତିରେ କଣ କରିବା ଆବଶ୍ୟକ ଅଟେ ।


ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ବଡ ଥିଲେ କଣ ହୋଇଥାଏ

  • ପିଠି, ବେକ ଓ କାନ୍ଧରେ ଯନ୍ତ୍ରଣା ହୋଇଥାଏ ।
  • ସ୍ତନର ତଳ ଭାଗରେ ସଂକ୍ରମଣ ହୋଇ ଘା ହୋଇଥାଏ ।

ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ବଡ ଥିଲେ, ଏହାର ଉପଚାର ଉପାୟ  

  • ତେବେ ଡାକ୍ତର ମାନଙ୍କ କହିବା ଅନୁଯାଇ ସ୍ତନ ବଢେଇବା ପାଇଁ ଓ କମେଇବା ପାଇଁ ଦୁଇଟି ପ୍ପାଇନ ସର୍ଜରୀ ଅଛି କିନ୍ତୁ ବହୁତ ଲୋକ ଏହାର ସାଇଡ ଇଫେକ୍ଟ ଡରରେ ଏହାକୁ କରନ୍ତି ନାହିଁ । 
  • ଏହା ଛଡା କିଛି ଲୋକ ଔଷଧ ଖାଇବା ଅଧିକ ପସନ୍ଦ କରନ୍ତି ଯାହା ସାମାନ୍ୟତଃ ବହୁତ ହାନିକାରକ ଅଟେ କାହିଁକିନା ଏହା ଦ୍ଵାରା ଆପାନଙ୍କ ଶରୀରରେ ବହୁତ ପ୍ରକାର ଅନ୍ୟ ହର୍ମୋନ ଚେଞ୍ଜ ହୋଇଥାଏ ଯାହା ଆପଣଙ୍କ କଣ୍ଟ୍ରୋଲରେ ନଥାଏ ।

ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ଛୋଟ ଥିଲେ, ଏହାର ଉପଚାର ଉପାୟ

  • ତେବେ କିଛି ମହିଳାଙ୍କୁ ରୋଗ ପାଇଁ ତାଙ୍କ ବ୍ରେଷ୍ଟ ବଢି ନଥାଏ ଏମିତି ଗୋଟେ ରୋଗ ନାମ “ପୋଲେନ ଶିଣ୍ଡ୍ରୋମ” ଅଟେ ଏହି ରୋଗରେ ମହିଳାଙ୍କ ସ୍ତନ ଜମାବି ବଢି ନଥାଏ ଓ ଫ୍ଲାଟ ଦେଖା ଯାଇଥାଏ ଯାହା ଦ୍ଵାରା ତାଙ୍କୁ ସମାଜରେ ବହୁତ ଲାଜ୍ୟା ପୂର୍ଣ୍ଣ କଥା ଶୁଣିବାକୁ ପଡିଥାଏ । ତେବେ ମେଡିକାଲ ଦୁନିଆରେ ଏହାର ଦୁଇଟି ଚିକିତ୍ସା ଅଟେ ଆପଣ ସର୍ଜରୀ କରି ପାରିବେ ନଚେତ ମେଡ଼ିସିନ ସେବନ କରି ପାରିବେ । ତେବେ ମେଡ଼ିସିନରେ ବହୁତ ସାଇଡ ଇଫେକ୍ଟ ହୋଇପାରେ ଆପଣଙ୍କ ଶରୀର ଏହାକୁ ଗ୍ରହଣ ନକଲେ ଆପଣଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ ।
  • କିନ୍ତୁ ସର୍ଜରୀ ବହୁତ ଲୋକ ଡରନ୍ତି ଏହା ଆପଣଙ୍କ ଭଲ ବୋଲି ବୈଜ୍ଞାନିକ ମାନେ ନିଜେ ଅଧ୍ୟୟନ କରି କହିଛନ୍ତି ।  ସିଲିକନ ସରଜରି ଏମିତି ଗୋଟେ ସର୍ଜରୀ ଅଟେ ଯେଉଁଥିରେ ସ୍ତନରେ ସିଲିକନ ଦିଆ ଯାଉଛି ଯାହା ଦ୍ଵାରା ସ୍ତନ ବୃଦ୍ଧି ହୋଇଥାଏ |
  • ଏହା ଅନୁଯାଇ ଯଦି ଆପଣଙ୍କ ଶରୀରରେ କେଉଁ ଜାଗାରେ ଫ୍ୟାଟ ଅଧିକ ଅଛି ତେବେ ତାହାକୁ ବ୍ୟବହାର କରି ଆପଣଙ୍କ ବ୍ରେଷ୍ଟ ସରଜାରି କରା ଯାଇଥାଏ ଯାହା ଦ୍ଵାରା ଆପଣଙ୍କ ପେଟ ମଧ୍ୟ କମି ଯାଇଥାଏ ଓ ଆପଣଙ୍କ ସ୍ତନ ମଧ୍ୟ ବଢିକି ଭଲ ସାଇଜରେ ଆସି ଯାଇଥାଏ । ବର୍ତମାନ ସମୟରେ ଏହି ସର୍ଜରୀ ବହୁତ ମାତ୍ରାରେ କରା ଯାଉଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

buttons=(Accept !) days=(20)

We use technical and analytics cookies to give you the best experience. Learn More
Accept !