ତେବେ ଆସନ୍ତୁ ଜାଣିବା ବିଶେଷଜ୍ଞ ମାନେ ଏହା ବିଷୟରେ କଣ କଣ କହିଛନ୍ତି ଓ ଆମକୁ ଏମିତିକା ପରିସ୍ଥିତିରେ କଣ କରିବା ଆବଶ୍ୟକ ଅଟେ ।
ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ବଡ ଥିଲେ କଣ ହୋଇଥାଏ
- ପିଠି, ବେକ ଓ କାନ୍ଧରେ ଯନ୍ତ୍ରଣା ହୋଇଥାଏ ।
- ସ୍ତନର ତଳ ଭାଗରେ ସଂକ୍ରମଣ ହୋଇ ଘା ହୋଇଥାଏ ।
ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ବଡ ଥିଲେ, ଏହାର ଉପଚାର ଉପାୟ
- ତେବେ ଡାକ୍ତର ମାନଙ୍କ କହିବା ଅନୁଯାଇ ସ୍ତନ ବଢେଇବା ପାଇଁ ଓ କମେଇବା ପାଇଁ ଦୁଇଟି ପ୍ପାଇନ ସର୍ଜରୀ ଅଛି କିନ୍ତୁ ବହୁତ ଲୋକ ଏହାର ସାଇଡ ଇଫେକ୍ଟ ଡରରେ ଏହାକୁ କରନ୍ତି ନାହିଁ ।
- ଏହା ଛଡା କିଛି ଲୋକ ଔଷଧ ଖାଇବା ଅଧିକ ପସନ୍ଦ କରନ୍ତି ଯାହା ସାମାନ୍ୟତଃ ବହୁତ ହାନିକାରକ ଅଟେ କାହିଁକିନା ଏହା ଦ୍ଵାରା ଆପାନଙ୍କ ଶରୀରରେ ବହୁତ ପ୍ରକାର ଅନ୍ୟ ହର୍ମୋନ ଚେଞ୍ଜ ହୋଇଥାଏ ଯାହା ଆପଣଙ୍କ କଣ୍ଟ୍ରୋଲରେ ନଥାଏ ।
ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ଛୋଟ ଥିଲେ, ଏହାର ଉପଚାର ଉପାୟ
- ତେବେ କିଛି ମହିଳାଙ୍କୁ ରୋଗ ପାଇଁ ତାଙ୍କ ବ୍ରେଷ୍ଟ ବଢି ନଥାଏ ଏମିତି ଗୋଟେ ରୋଗ ନାମ “ପୋଲେନ ଶିଣ୍ଡ୍ରୋମ” ଅଟେ ଏହି ରୋଗରେ ମହିଳାଙ୍କ ସ୍ତନ ଜମାବି ବଢି ନଥାଏ ଓ ଫ୍ଲାଟ ଦେଖା ଯାଇଥାଏ ଯାହା ଦ୍ଵାରା ତାଙ୍କୁ ସମାଜରେ ବହୁତ ଲାଜ୍ୟା ପୂର୍ଣ୍ଣ କଥା ଶୁଣିବାକୁ ପଡିଥାଏ । ତେବେ ମେଡିକାଲ ଦୁନିଆରେ ଏହାର ଦୁଇଟି ଚିକିତ୍ସା ଅଟେ ଆପଣ ସର୍ଜରୀ କରି ପାରିବେ ନଚେତ ମେଡ଼ିସିନ ସେବନ କରି ପାରିବେ । ତେବେ ମେଡ଼ିସିନରେ ବହୁତ ସାଇଡ ଇଫେକ୍ଟ ହୋଇପାରେ ଆପଣଙ୍କ ଶରୀର ଏହାକୁ ଗ୍ରହଣ ନକଲେ ଆପଣଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ ।
- କିନ୍ତୁ ସର୍ଜରୀ ବହୁତ ଲୋକ ଡରନ୍ତି ଏହା ଆପଣଙ୍କ ଭଲ ବୋଲି ବୈଜ୍ଞାନିକ ମାନେ ନିଜେ ଅଧ୍ୟୟନ କରି କହିଛନ୍ତି । ସିଲିକନ ସରଜରି ଏମିତି ଗୋଟେ ସର୍ଜରୀ ଅଟେ ଯେଉଁଥିରେ ସ୍ତନରେ ସିଲିକନ ଦିଆ ଯାଉଛି ଯାହା ଦ୍ଵାରା ସ୍ତନ ବୃଦ୍ଧି ହୋଇଥାଏ |
- ଏହା ଅନୁଯାଇ ଯଦି ଆପଣଙ୍କ ଶରୀରରେ କେଉଁ ଜାଗାରେ ଫ୍ୟାଟ ଅଧିକ ଅଛି ତେବେ ତାହାକୁ ବ୍ୟବହାର କରି ଆପଣଙ୍କ ବ୍ରେଷ୍ଟ ସରଜାରି କରା ଯାଇଥାଏ ଯାହା ଦ୍ଵାରା ଆପଣଙ୍କ ପେଟ ମଧ୍ୟ କମି ଯାଇଥାଏ ଓ ଆପଣଙ୍କ ସ୍ତନ ମଧ୍ୟ ବଢିକି ଭଲ ସାଇଜରେ ଆସି ଯାଇଥାଏ । ବର୍ତମାନ ସମୟରେ ଏହି ସର୍ଜରୀ ବହୁତ ମାତ୍ରାରେ କରା ଯାଉଛି ।