Odia Ilishi Fish Mahura Masala Recipe (ଓଡ଼ିଆ ଇଲିଶି ମାଛ ମହୁର ତରକାରୀ )



Odia Ilishi Fish Mahura Masala Recipe (ଓଡ଼ିଆ ଇଲିଶି ମାଛ ମହୁର ତରକାରୀ )

Odia Ilishi Fish Mahura Masala Recipe Ingredients ( ସାମଗ୍ରୀ ଦରକାର )

1. Ilish Fish/ ଇଲିଶି ମ|ଛ – 500gm
2. Potato/ ଅ|ଳୁ – 300gm
3. Yam/ ସାରୁ – 200gm
4. Buta dal/ ବୁଟ ଡାଲି – 50gm (saturate with water for 30 mins)
5. Garlic Paste/ ରସୁଣ ବଟା – 7 cloves (paste)
6. Onion/ ପିଆଜ ବଟା – 2 (paste)
7. Ginger/ବଟା ଅଦା – 1 inch (paste)
8. Teja Patra/ ତେଜପତ୍ର – 2
9. Dalchin powder/ ଡାଳଚିନୀ ଗୁଣ୍ଡ
10. Roasted cumin seeds/ ଗୁଣ୍ଡ ଭଜା ଜିରା
11. Red chili/ ଶୁଖିଲା ଲଙ୍କା – 2 pc
12. Green chili paste/ ବଟା କଞ୍ଚାଲଙ୍କା – 4 (paste)
13. Turmeric powder/ ହଳଦୀ ଗୁଣ୍ଡ
14. Pancha Phutan/ ପଞ୍ଚ ଫୁଟଣ
15. Mustard oil/ ସୋରିଷ ତେଲ
16. Salt/ ଲୁଣ

How to make Odia Ilishi Fish Mahura Masala (କେମିତି ତିଆରି କରିବେ) 

୧. ମାଛ କୁ ଛୋଟୋ ଛୋଟୋ ଖଣ୍ଡ କରି କଟି ତକୁ ଭଲଭାବରେ ଧୋଇଦିଅନ୍ତୁ 
(Clean the fish & cut into small pieces.)


୨. ସେଥିରେ ହଳଦୀଗୁଣ୍ଡ ଓ ଲୁଣ ମିସାନ୍ତୁ, ବର୍ତମାନ କଢେଇ ଗରମ କରନ୍ତୁ ସେଥିରେ କିଛି ତେଲ ଦିଅନ୍ତୁ 
(Marinate fish with turmeric powder & salt.)


୩. ସୋରିଷ ତେଲକୁ ଗରମ କରି ସେହି ମାଛକୁ ଅଳ୍ପ ଭାଜନ୍ତୁ
 (Half fry it in mustard oil)


୪. ୬-୭ କପ୍ ପାଣି ଗରମ କରନ୍ତୁ.
(Boil 6-7 cup of water)



୫. ସେଥିରେ ଅଳୁ, ସାରୁ, ଲୁଣ, ହଳଦୀ, ବୁଟଡାଲି ପକାନ୍ତୁ ଓ ଅଧଘଣ୍ଟା ଛାଡିଦିଅନ୍ତୁ
(Add potato, desi aloo, buta dal, salt, haldi & leave it until half cooked.) 



୬. ଅନ୍ୟ ଏକ କରେଇ ନିଅନ୍ତୁ ଓ ସେଥିରେ ୬-୭ ଚାମଚ୍ ସୋରିଷ ତେଲ ଗରମ କରନ୍ତୁ ଏବଂ ସେଥିରେ ଶୁଖିଲା ଲଙ୍କା, ତେଜପତ୍ର, ପଞ୍ଚ ଫୁଟଣ ପକାନ୍ତୁ ଓ ଭଲଭାବରେ ଭାଜନ୍ତୁ.
(Then heat 6-7 spoon mustard oil in pan. Fry dried chili, Teja Patra & Pancha phutan)



୭. ସେଥିରେ ରସୁଣ ବଟା, ପିଆଜ ବଟା, ବଟା ଅଦା, ଲୁଣ, ହଳଦୀ ମିସାଇ ନାଲି ହେବ ପର୍ଯ୍ୟନ୍ତ କଶନ୍ତୁ
(Add all of the Garlic paste, Onion paste, Ginger paste, salt, turmeric powder & fry it till oil comes out from paste.)



୮. ତା ପରେ ସେଥିରେ କସା ହୋଇଥିବା ମାଛ ମିସାନ୍ତୁ
(Then add fried fish & mix each other properly)



୯. ସବୁ ଭଲଭାବରେ ମିଶିବା ପର୍ଯ୍ୟନ୍ତ ଘଣ୍ଟନ୍ତୁ ଓ ମିଶିଗଲାପରେ ସେଥିରେ ଡାଳଚିନି ଗୁଣ୍ଡ, ଜିରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ.
(Let it cook till becomes gravy. Sprinkle dalchin powder, roasted cumin, chilli powder. Serve it with steam rice.)



୧୦. ଆପଣଙ୍କ ମାଛ ମହୁର ମସଲା ବର୍ତମାନ ready (Your Fish Mahura Masala is Ready)


ରେସିପି ତିଆରି କରିଛନ୍ତି 
ପୁଷ୍ପ ଲତା ଜେନା
ରାଉରକେଲା, ଓଡିଶା

ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - ଓପର ଦିଆ ଯାଇ ଥିବା email id ରେ 

No comments

Powered by Blogger.