Chana Daal Coconut Vada Odia Recipe (ବୁଟ ଡାଲି ନଡିଆ ବରା)



         Chana Dal Coconut Bara is the unique and very tasty food, and it's very yummy when you use spicy chatni with it.Let's see how to make this.


image credit: indianhealthyrecipes


Chana Daal Coconut Vada Odia Recipe (ବୁଟ ଡାଲି ନଡିଆ ବରା) 

Buta Dal (ବୁଟ ଡାଲି) - 2 cup
Coconut grated (କୋରା ହୋଇଥିବା ନଡିଆ) 1 ½ cup
Cumin Seeds (ଗୋଟା ଜିରା) - 1 Tsp
Curry Leaves (ଭ୍ରୁଶୁଙ୍ଗା ପତ୍ର) 
Salt (ଲୁଣ)
Refine Oil (ତେଲ)
Onion (ପିଆଜ) - 1
Green chili (କଞ୍ଚାଲଙ୍କା) 4-5 Nos.
Ginger (ଅଦା) - 1/2 inch
Garlic (ରସୁଣ) 4-5 cloves

Chana Daal Coconut Vada Odia Recipe Method (ବୁଟ ଡାଲି ନଡିଆ ବରା ତିଆରି


୧. ଗୋଟିଏ ପାତ୍ରରେ କିଛି ପାଣି ନିଅନ୍ତୁ ଏବଂ ସେଥିରେ ବୁଟ ଡାଲିକୁ ୩ ଘଣ୍ଟା ପର୍ଯ୍ୟନ୍ତ ବତୁରାନ୍ତୁ
(1.Wash and soak channa dal in water for 3 hours.)




୨. ସେହି ବତୁରା ଡାଲ, କୋରା ନଡିଆ, କଞ୍ଚାଲଙ୍କା, ଅଦା,ରସୁଣ,ଗୋଟା ଜିରା ଏକଠୀ ମିସେଇ ବାଟି ଦିଅନ୍ତୁ, ତାକୁ ଚିକଣ କରି ଵାଟନ୍ତୁ ଏବଂ ଏଥିରେ ପାଣି ମିଶାନ୍ତୁ ନାହିଁ 
(2.Grind channa dal, coconut, green chili, ginger, garlic, cumin seeds together. Make a very fine paste.Don’t add water to it. )




୩.  ତା’ପରେ କଟାହୋଇଥିବା ପିଆଜ ଏବଂ ଲୁଣ ମିସାନ୍ତୁ ଓ ଭଲଭାବରେ ଗୋଳାଇ ନିଅନ୍ତୁ
(3.Then add chopped onion, salt and mix it well.)




୪.  ତାପରେ ଗୋଟେ କଢେଇ କିଛି ତେଲ ନେଇ ଗରମ୍ କରନ୍ତ, ପ୍ରସ୍ତୁତ ହୋଇଥିବା ସେହି ମିଶ୍ରଣରୁ ଛୋଟୋ ଛୋଟୋ ଗୁଳା କରନ୍ତୁ , ସେହି ଗୁଳାକୁ ପାପୁଲି ସାହାଯ୍ୟରେ ଚପାଇ ଗୋଲ ଆକୃତି ଦିଅନ୍ତୁ ଓ ଗରମ ହୋଇଥିବା ତେଲରେ ଛାଣନ୍ତୁ
(4.Now heat oil in a pan. Make small balls and flatten it through your palms. Then fry it on medium flame till both sides turn light golden brown.)



୫.  ପ୍ରସ୍ତୁତ ହୋଇଗଲା  ଆପଣଙ୍କର ବୁଟ ଡାଲି ନଡିଆ ବରା
(5.Serve hot with tomato sauce and chili sauce.)




ରେସିପି ତିଆରି କରିଛନ୍ତି 
ବୈଶାଳୀ ରଥ 
ବାଲେଶ୍ୱର, ଓଡିଶା


ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ (Send your recipe in)- [email protected] 

Powered by Blogger.