Spicy Curly Flower Potato Masala - Kobi Alu Kasa (ଆଳୁ କୋବି କଷା)

Spicy Curly Flower Potato Masala - Kobi Alu Kasa

Spicy Curly Flower Potato Masala Ingredients 

  1. Curly Flower: 700g (କୋବି ୭୦୦ ଗ୍ରାମ)
  2. Potato: 300g (ଆଳୁ ୩୦୦ ଗ୍ରାମ)
  3. Onion: 2 Medium (ପିଆଜ ୨ ଟି)
  4. Garlic: 10 Cloves (ରସୁଣ ୧୦ ପାଖୁଡା)
  5. Ginger: 1/2" (ଅଦା ଛୋଟ ଖଣ୍ଡ)
  6. Red Chili Powder: 1 Tea Spoon (ଲଙ୍କା ଗୁଣ୍ଡ ୧ ଚାମଚ)
  7. Turmeric: 1 Tea Spoon (ହଳଦୀ ୧ ଚାମଚ)
  8. Cinnamon: Powder (ଡାଲଚିନି ଗୁଣ୍ଡ ଅଳ୍ପ)
  9. Refine Oil: 5 Table Spoon (ରିଫାଇନ ତେଲ ୫ ବଡ଼ ଚାମଚ)
  10. Salt: To taste (ଲୁଣ ସ୍ୱାଦ ଅନୁଯାଇ)
  11. Coriander Leaves (ଧନିଆ ପତ୍ର)

Spicy Curly Flower Potato Masala Method

1. Boil the potatoes, peel those off, and cut into pieces.
(୧. ଆଳୁ ଶିଝେଇ ଦିଅନ୍ତୁ ଏବଂ ତାର ଚୋପା ବାହାର କରନ୍ତୁ )


2. Cut the curly flower into pieces and wash the pieces in water. 
(୨. କୋବି କୁ ଛୋଟ ଛୋଟ କାଟି ଦିଅନ୍ତୁ ଏବଂ ଭଲ ଭାବ ରେ ଧୋଇ ଦିଅନ୍ତୁ )


3. Make a fine paste of Ginger, Garlic, and one onion.
(୩. ରସୁଣ, ୧ ଟି ପିଆଜ, ଅଦା ର ଭଲ ଭାବି ରେ ବାଟି ଦିଅନ୍ତୁ )


4. Chop the other onion into fine strips
(୪. ଆଉ ୧ ଟି ପିଆଜ କୁ ଭଲ ଭାବି ରେ କାଟି ଦିଅନ୍ତୁ )


5. Hit two tablespoons of oil in a pan and put the pieces of the curly flower. Fry it for 10 mins on medium flame. Once it is fried (softness will come in the curly flower) remove it from the pan and keep aside.
(୫. ୨ ବଡ଼ ଚାମଚ ରିଫାଇନ ତେଲ କଢେଇ ରେ ଗରମ କରନ୍ତୁ, ସେଥିରେ କୋବି କୁ ଭଲ ଭାବ ରେ ଭାଜି ଦିଅନ୍ତୁ | କିଛି ସମୟ ପରେ ଏହାକୁ କାଢି ଦିଅନ୍ତୁ (କୋବି ଭଲ ରେ ଭାଜି ହୋଇଛି କି ନାହିଁ ଆପଣ ଛୁଇଁହିଁ ଜାଣି ପାରିବେ)


6. Put the rest of the oil into the pan. Add the chopped onion and fry it until the color of onion is changed to a light golden brown. Then add the ginger, garlic and onion paste that you have prepared. Add Turmeric powder and red chili powder to it.
(୬. ବର୍ତମାନ କଢେଇ ରେ ଆଉ ୩ ବଡ଼ ଚାମଚ ରିଫାଇନ ତେଲ ଦିଅନ୍ତୁ ସେଥିରେ କଟା ପିଆଜ ପକାନ୍ତୁ, ପିଆଜ ଲାଲ ହେବ ପରେ ସେଥିରେ ବଟା ଯାଇଥିବା ପେଷ୍ଟ ଏବଂ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଦେଇ ଭଲ ରେ କଶନ୍ତୁ )


7. On a low flame fry it till the ground spices leave starts being separated from the oil. Be careful that the ground spices don't stick to the pan.
(୭. କମ ଆଞ୍ଚ ରେ ମସଲା କୁ କଶନ୍ତୁ, ଯେପରି ଏହା କଢେଇ ରେ ଲାଗି ନ ଯାଏ )


8. Add the fried curly flower and potato to the spices add 3-4 spoons of water and salt to taste. Fry it for 5-7 mins till it becomes dry enough.
(୮. ସେହି ମସଲା ରେ ବର୍ତମାନ ଭଜା କୋବି ଏବଂ ଆଳୁ ଦିଅନ୍ତୁ, ଭଲ ରେ କଶନ୍ତୁ ଅଳ୍ପ ପାଣି ଦେଇ | ପାଣି ଶୁଖିବା ଯାଏ ଅପେକ୍ଷା କରନ୍ତୁ (୫ ରୁ ୭ ମିନଟ ))


9. Remove the preparation from the flame, sprinkle cinnamon power on it, and mix it well.
(୯. ଏହାକୁ ତଳକୁ କାଢି ଆଣନ୍ତୁ ଏବଂ ଭଲ ରେ ଗୋଳେଇ ଦିଅନ୍ତୁ | ସେଥିରେ ଡାଲଚିନି ଗୁଣ୍ଡ ଦିଅନ୍ତୁ ଏବଂ ଘୋଡାଇ ରଖନ୍ତୁ ଯେପରି ଏହାର ସୁଗନ୍ଧ ବାହାରକୁ ନ ଯାଏ )


10. Serve the dish with coriander leaves.
(୧୦. ଭାତ ଏବଂ ରୁଟି ସାଙ୍ଗରେ ଏହାକୁ ଧନିଆ ପତ୍ର ଦେଇ ବଢ଼ାନ୍ତୁ )


ରେସିପି ତିଆରି କରିଛନ୍ତି 
ସ୍ମରଣିକା ରଥ 
ଭୁବନେଶ୍ୱର, ଓଡିଶା

Powered by Blogger.