Odia Mushroom Curry Recipe (ଛତୁ ତରକାରି)

Image credit: google

      Mushroom Masala || Kadai Mushroom || Easy Indian Recipes || spicy Mushroom masala || Mushroom curry || Odia Mushroom Curry


Odia Mushroom Curry Ingredients ( ଛତୁ ତରକାରି ସାମଗ୍ରୀ ଦରକାର )

1. Mushroom – 250 gm (ଛତୁ ୨୫୦ ଗ୍ରାମ )
2. Potato – 1 big (ଆଳୁ ୧ ଟି)
3. Onion – 1 medium (ପିଆଜ ୧ ଟି )
4. Garlic- 4-5 cloves (ରସୁଣ ୪-୫ ପାଖୁଡା )
5. Green chili – 1 (କଞ୍ଚା ଲଙ୍କା)
6. Turmeric Powder – 1 Tsp (ହଳଦୀ ଗୁଣ୍ଡ ୧ ଚାମଚ)
7. Cumin Powder – 1 Tsp (ଜିରା ଗୁଣ୍ଡ ୧ ଚାମଚ)
8. Chilli Powder – 1/2 tsp (Kashmiri Laal) (ଲଙ୍କା ଗୁଣ୍ଡ ଅଧା ଚାମଚ)
9. Sugar – 1/2 tsp (ଚିନି ଅଧା ଚାମଚ)
10. Mustard Oil – 2 Tbsp (ସୋରିଷ ତେଲ)
11. Salt – To taste (ଲୁଣ ସ୍ୱାଦ ଅନୁଯାଇ)
12. Coriander  Leaves (ଧନିଆ ପତ୍ର)


How to make Odia Mushroom Curry କେମିତି ତିଆରି କରିବେ ଛତୁ ତରକାରି) 

୧. ଛତୁ ଗୁଡିକ ଛୋଟ ଛୋଟ କାଟି ଦିଅନ୍ତୁ, ମୁ ବଟନ ଛତୁ ବ୍ୟବହାର କରିଛି ଆପଣ ଦେଶୀ ଛତୁ ବ୍ୟବହାର କଲେ ଭଲ 
(1. Cut the mushrooms in to small pieces. I have used button mushroom otherwise desi mushroom is the best.)


୨. ଆଳୁ ଗୁଡିକ ଛୋଟ ଛୋଟ କାଟି ଦିଅନ୍ତୁ  (2. Cut the potatoes into small cubes.)


୩. ପିଆଜ କୁ କାଟି, ରସୁଣ ଏବଂ କଞ୍ଚା ଲଙ୍କା ସହ ବାଟି ଦିଅନ୍ତୁ 
(3. Finely chop the onion and grind it in a stone mortar (kutni) along with Green Chilli & Garlic.)


୪. କଢେଇ ଗରମ କରନ୍ତୁ, ସେଥିରେ ଅଳ୍ପ ତେଲ ଦେଇ ଛତୁ କୁ ଫ୍ରାଏ କରନ୍ତୁ ୫ ରୁ ୬ ମିନିଟ ଯାଏ ଏବଂ ବାହାର କରି ରଖନ୍ତୁ 
(4. Heat the kadhai and sauté the mushrooms for 5 – 6 mins using 1 tbsp oil & set aside.)


୫. ଆଳୁ ଗୁଡିକ ଏବେ ସେହି ତେଲ ରେ ପକାନ୍ତୁ ଏବଂ ନରମ ହେବ ଯାଏ ଫ୍ରାଏ କରନ୍ତୁ ଏବଂ ବାହାର କରି ରଖନ୍ତୁ 
(5. Sauté the potato pieces in the remaining oil till they are soft. Set aside.)


୬. ଏବେ ସେହି କଢେଇ ରେ ତେଲ ଗରମ କରି ଅଧା ଚାମଚ ଚିନି ପକେଇ ମିଶାଇ ଦିଅନ୍ତୁ , ମନେ ରଖନ୍ତୁ କଢେଇ ତେଲ ଗରମ ହେବ ଦରକାର 
(6. Heat the remaining 1 tbsp oil in the same kadhai and caramelize the sugar. )


୭. ପିଆଜ ବଟା କୁ ସେଥିରେ ଢଳାନ୍ତୁ ଏବଂ ଫ୍ରାଏ କରନ୍ତୁ କିଛି ସମୟ ପାଇଁ, ଏବଂ ସେଥିରେ ମସଲା ଗୁଡିକ (ହଳଦୀ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ) ଦିଅନ୍ତୁ ଏବଂ ଅଳ୍ପ ପାଣି ଦିଅନ୍ତୁ, କିଛି ସମୟ ଫ୍ରାଏ କରନ୍ତୁ ଯେପରି ତେଲ ସୁଖୀ ଯାଏ 
(7. Add the onion paste and fry for a minute. Now add the powder masala (Turmeric+Red Chilli+Cumin) and 4 tbsp water. Let it fry till it leaves oil from the sides.)


୮. ବର୍ତମାନ ଛତୁ, ଆଳୁ କୁ ସେଥିରେ ପକାନ୍ତୁ ଏବଂ ଫ୍ରାଏ କରନ୍ତୁ, ୩ ରୁ ୪ ମିନଟ ପାଇଁ , ଏବଂ ସ୍ୱାଦ ଅନୁଯାଇ ଲୁଣ ଦିଅନ୍ତୁ 
(8. Now add the mushroom and sautéd potato and stir for another 3-4 mins. Add salt.)


୯. ସେଥିରେ ପାଣି ଦିଅନ୍ତୁ, ଅପେକ୍ଷା କରନ୍ତୁ ଭଲ ରେ ମସଲା ମିଶିବା ପାଇଁ 
(9. Pour water just enough to immerse veggies and boil it until the gravy reaches desired thickness. )


୧୦. ବଢ଼ାନ୍ତୁ ରୁଟି ଏବଂ ଭାତ ସହିତ , ଅଳ୍ପ ଧନିଆ ପତ୍ର ଦେଇ 
(10. Garnish with fresh chopped coriander leaves and serve hot with rice or roti.)




ରେସିପି ତିଆରି କରିଛନ୍ତି 
ପୁଷ୍ପ ଲତା ଜେନା
ରାଉରକେଲା, ଓଡିଶା

ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - Odia360.com@gmail.com 


Powered by Blogger.