Mango Pickle (ଆମ୍ବ ଖଟା) Cooking Recipe in Odia and English



     Water will come in mouth when we listen about Pickle. Odisha's Pickle is different, specially moms are doing great job in making of pickle. Different type of pickle you can see in odisha. Specially Mango pickle one of them, very tasty and looks very beautiful. Let's see how to make mango pickle. 

Image credit: google

Mango Pickle Ingredients ( ସାମଗ୍ରୀ ଦରକାର )

1. ଆମ୍ବ ୨ ଟି  (Raw Mango) – 2 nos
2. ଶୁଖିଲା  ଲଙ୍କା  ( Dry Chilies) – 2/3 Pc
3. ଗୋଟା ସୋରିଷ (Mustard Seed) – 1tsp
4. ଗୋଟା ଜିରା (cumin seeds) – 1tsp
5. ଭ୍ରୂଷଙ୍ଗ ପତ୍ର (Curry leaf) – 10 gm
6. ସୋରିଷ ତେଲ  (Mustard Oil) – 1 Large spoon
7. ଲୁଣ (Salt) – as per taste
8. ଚିନି (Sugar) – 1 Cup
9. ଭଜା  ଜିରା ଗୁଣ୍ଡ (fried cumin powder) – 1tsp
10. ଲଙ୍କା ଗୁଣ୍ଡ (Chili Powder) – 1tsp
11. ହଳଦୀ ଗୁଣ୍ଡ (Turmeric Powder) – 1tsp
12. ଗୋଟା ଶୁଖା ଲଙ୍କା (Dry chilies )

How to make Mango Pickle (କେମିତି ତିଆରି କରିବେ) 

Step 1
ଆମ୍ବ ଗୁଡିକ କାଟି ଦିଅନ୍ତୁ 
(Cut the green mangoes into slices.)


Step 2
କଢେଇ ରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଗୋଟା ଜିରା, ସୋରିଷ, ଭୃସଙ୍ଗ ପତ୍ର, ଶୁଖା ଲଙ୍କା ପକାଇ ଭାଜନ୍ତୁ 
(Heat Mustard oil in a deep pan, add Cumin seeds, mustard seed, Dry chilies and curry leaves to it. Allow spluttering.)


Step 3
ବର୍ତମାନ କଟା ଯାଇ ଥିବା ଆମ୍ବ ଗୁଡିକ ଏଥିରେ ପକାନ୍ତୁ 
(Pour this sliced mango in it.)


Step 4
ଏଥିରେ ସ୍ୱାଦ ଅନୁସାରେ ଲୁଣ ଏବଂ ହଳଦୀ ଗୁଣ୍ଡ ପକାନ୍ତୁ 
(Then add Turmeric Powder and salt according to the taste.)


Step 5
ବର୍ତମାନ ଏଥିରେ ୨ କପ ପାଣି ଦିଅନ୍ତୁ ଓ ଫୁଟାନ୍ତୁ ୫ ମିନଟ ପାଇଁ, ତାପରେ ସ୍ୱାଦ ଅନୁଯାଇ ଚିନି ପକାନ୍ତୁ 
(Pour tow cups of water in it and keep on stirring in medium flame for approx. 5 minutes and then add sugar to it.)


Step 6
ଆଉ ୫ ମିନଟ ପାଇଁ ଫୁଟାନ୍ତୁ ଏବଂ ତଳକୁ ଓଲ୍ହେଇ ଦିଅନ୍ତୁ 
(Again wait for another approx. 5 minutes and then remove it from the flame.)


Step 7
ଭଜା ଜିରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ବାଳ ରେ ମିଶାନ୍ତୁ ଏବଂ ଖାଇବାକୁ ପରସନ୍ତୁ 
(Then add fried cumin and chili powder and mix it properly and serve.)

ରେସିପି ତିଆରି କରିଛନ୍ତି 
ପୁଷ୍ପ ଲତା ଜେନା
ରାଉରକେଲା, ଓଡିଶା


ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ

  
Powered by Blogger.