Dahi Baingan Recipe (ଦହି ବାଇଗଣ )

Image credit: google


Ingredients ( ସାମଗ୍ରୀ ଦରକାର )

1. ବାଇଗଣ (Brinjals 6-8 long)
2. ଲୁଣ (Salt to taste)
3. ରିଫାଇନ ତେଲ କିମ୍ବା ଅଲିଭ ତେଲ (Refine Oil or Olive Oil)
4. ଦହି (curd)
5. ଗୋଟା ସୋରିଷ (Mustard) - OPTIONAL
6. ଭ୍ରୂଷଙ୍ଗ ପତ୍ର
7. ରସୁଣ ବଟା (Garlic paste)
8. ଲଙ୍କା ଗୁଣ୍ଡ (chilli powder)
9. ହଳଦୀ ଗୁଣ୍ଡ (Turmeric Powder)
10. ଜିରା ଗୁଣ୍ଡ (Cumin Seeds Powder)


How to make Dahi Baingan (କେମିତି ତିଆରି କରିବେ) 

Step 1

ପ୍ରଥମେ ବାଇଗଣ କୁ ଭଲ ଭାବେ ଧୋଇ ପତଳା ପତଳା କାଟନ୍ତୁ 

ଏବଂ ସେଥିରେ ଗୋଟା ସୋରିଷ, ରସୁଣ ବଟା , ଲଙ୍କା, ସାମାନ୍ୟ ହଳଦୀ ଏବଂ ଲୁଣ ମିଶାନ୍ତୁ

(Wash and cut brinjals into little thin pieces and keep in water till further use. After some minutes mix Chilli powder,Turmeric Powder and salt together with Brinjals.)



Step 2

କଢେଇ ରେ ତେଲ ଗରମ କରି ସେଥିରେ ବାଇଗଣ ଧୀରେ ଧୀରେ ପକାନ୍ତୁ ଏବଂ ଅପେକ୍ଷା କରନ୍ତୁ ଲାଲ ହେବ ଯାଏ , ତା ପରେ ଏହାକୁ ଗୋଟେ ଜାଗା ରେ ବାହାର କରି ରଖନ୍ତୁ  

(Heat sufficient olive oil or Refine oil in a kadai (wok). Drain, pat dry and deep-fry brinjals till light brown. Drain and place on an absorbent paper.)


Step 3

ଗୋଟେ ବଡ଼ ଜାଗା ନିଅନ୍ତୁ ସେଥିରେ ଦହି, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ,ଲୁଣ,ଅଳ୍ପ ଭ୍ରୂଷଙ୍ଗ ପତ୍ର ଏବଂ କିଛି ପାଣି ମିଶନ୍ତି (ଧ୍ୟାନ ରଖନ୍ତୁ ଯେପରି ଦହି ପତଳା ନ ହେଇ ଯାଏ)...

(Take a big pan and put Curd (Dahi) in it and mix some water as needed.Them mix some Chilli powder,Cumin Seeds Powder and salt)



Step 4

ବାଇଗଣ ଗୁଡିକୁ ବର୍ତମାନ ଦହି ରେ ଛାଡ଼ି ଦିଅନ୍ତୁ କିଛି ସମୟ ପାଇଁ (ଭଲ ରେ ବାଇଗଣ କୁ ଦହି ରେ ମିଶାନ୍ତୁ ଯେଭଳି ବାଇଗଣ ଭଲ ରେ ବୁଡି ରହିବ)...କିଛି ସମୟ ପରେ ଭାତ କିମ୍ବା ରୁଟି ସାଙ୍ଗରେ ପରସନ୍ତୁ 

Now Put all Fried Brinjal in Curd Mixture and wait for some minutes.Then serve with Rice or Roti.




ରେସିପି ତିଆରି କରିଛନ୍ତି 
ପୁଷ୍ପ ଲତା ଜେନା
ରାଉରକେଲା, ଓଡିଶା

ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - Odia360.com@gmail.com 


Powered by Blogger.