Odia Tasty Tamarind Fish Curry Recipe (ଓଡ଼ିଆ ତେନ୍ତୁଳି ମାଛ ତରକାରୀ )
Ingredients (ଆପଣ ଙ୍କୁ ଦରକାର ଥିବା ସାମଗ୍ରୀ)
500 gms Sliced Fish (୫୦୦ ଗ୍ରାମ ମାଛ କଟା ପିସ )1 Onion Sliced (୧ ଟି ପିଆଜ କଟା ଥିବା )
1 Tomato (chopped) (୧ ଟି ଟମାଟୋ କଟା ଥିବା )
1 tsp Garlic (chopped) (୧ ଚାମଚ କଟା ଥିବା ରସୁଣ )
4 Dry Red Chillies (୪ ଟି ଶୁଖା ଲାଲ ଲଙ୍କା )
4 Green Chillies (୪ ଟି କଞ୍ଚା ଲଙ୍କା )
1 tbsp Oil (୨୫୦ ଗ୍ରାମ ସୋରିଷ ତେଲ )
2 tbsp Coriander Seeds (ଧନିଆ ପତ୍ର )
1 tbsp Ginger (୧ ଚାମଚ ଅଦା କଟା ଥିବା )
1 tsp Cumin Seeds (୧ ଚାମଚ ଜୀରା )
1 tbsp Tamarind Paste (୧ ଚାମଚ ତେନ୍ତୁଳି ବଟା)
1 tsp Turmeric Powder (୧ ଚାମଚ ହଳଦୀ ପୱଡର)
Salt to taste (ଲୁଣ )
How to make Fish Curry (କେମିତି ତିଆରି କରିବା ମାଛ ତରକାରୀ)
1. Grind coriander seeds, cumin seeds, dry red chilies, ginger, turmeric powder and garlic with water to make a fine paste.(ଧନିଆ ପତ୍ର, ଜୀରା, ହଳଦୀ ଗୁଣ୍ଡ, ରସୁଣ, ଅଦା, ଶୁଖା ଲଙ୍କା କୁ ଭଲ ରେ ବାଟି ଦିଅନ୍ତୁ )
2. Mix the fish slices with some salt and a pinch of turmeric powder and keep aside for 5 minutes.(ଲୁଣ ଏବଂ ହଳଦୀ ପୱଡର କୁ ପକାଇ ମାଛ କୁ ଭଲ ରେ ମିଶାନ୍ତୁ ଓ ୫ ମିନଟ ପାଇଁ ଛାଡ଼ି ଦିଅନ୍ତୁ )
3. Heat a pan with 200ml oil and wait for heat properly.(୨୦୦ ଗ୍ରାମ ତେଲ ଭଲ ରେ ଗରମ କରନ୍ତୁ )
4. Put the fish on pan and wait till they turn golden brown both side.And bring it in a plate.(ମାଛ କୁ ଭଲ ରେ ଛାଣନ୍ତୁ ଲାଲ ହେବ ପର୍ଯ୍ୟନ୍ତ )
5. Now Heat the oil in another pan and put the onions till they turn golden brown. (ଆଉ ଗୋଟେ କଢେଇ ରେ ତେଲ ଗରମ କରନ୍ତୁ ସେଥିରେ ପିଆଜ ପକାଇ ଲାଲ ହେବ ପର୍ଯ୍ୟନ୍ତ ଘାଣ୍ଟନ୍ତୁ )
6. Add the paste and the chopped tomatoes. (କଟା ଟମାଟୋ ଏବଂ ମସଲା ବଟା କୁ ଧୀରେ ପକାଇ ଘାଣ୍ଟନ୍ତୁ )
7. Wait for some minutes it will become dry. (କିଛି ସମୟ ଅପେକ୍ଷା କରନ୍ତୁ )
8. Now add tamarind paste and water to it and boil it for some minutes. (ଏବେ ତେନ୍ତୁଳି ବଟା କୁ ମିଶାନ୍ତୁ ଆଉ କିଛି ପାଣି ଦିଅନ୍ତୁ ଏବଂ ଫୁଟାନ୍ତୁ )
9. Add the fish, green chilies, and salt. (ଏବେ ମାଛ ଧୀରେ ପକାନ୍ତୁ ଏବଂ ଭଲ ରେ ମସଲା ସଂଗେ ମିଶାନ୍ତୁ )
10. Mix very gently and it will ready in 6 minutes. (ଏହା ୬ ମିନଟ ରେ ତିଆରି ହେଇ ଯିବ )
11. Serve with boiled rice.(ଗରମ ଭାତ ସଂଗେ ପରସନ୍ତୁ )
ରେସିପି ତିଆରି କରିଛନ୍ତି
ପୁଷ୍ପ ଲତା ଜେନା
ରାଉରକେଲା, ଓଡିଶା
ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - ଓପର ଦିଆ ଯାଇ ଥିବା email id ରେ
ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - ଓପର ଦିଆ ଯାଇ ଥିବା email id ରେ