Onion Pakoda Recipe (ପିଆଜ ପକୁଡି ରୋଷେଇ ରେସିପେ) - Step by Step



                Pakodi One of the very tasty and high selling dish in India.Every one love Pakodi of different vegetables and nonveg items.Here we share the Onion pakodi dish recipe.



Image credit: Google


କିଛି ସୂଚନା !! (Some Info)

ସମୟ ଲାଗିପାରେ : ୨୫ ମିନଟ (25 minutes to prepare)

ଲୋକ ଖାଇବ: ୨ ଜଣ (for 2 people)


ଆପଣ ଙ୍କୁ ଦରକାର ଥିବା ସାମଗ୍ରୀ !! (Ingredients)

୧. ବେସନ ୧ ଗିନା (Gram Flour 1 Cup)

୨. ପିଆଜ ୩ ଟି (Onion 3 nos)

୩. ଲୁଣ ସ୍ୱାଦ ଅନୁସାରେ (Salt)

୪. ଲଙ୍କା ୪ ଟି (Chili pepper 4 nos)

୫. କଟା ଭୁଷଣ ପତ୍ର ୫-୬ ଟି (Curry leaf)

୬. ଟିକେ ଖାଇବା ସୋଡ଼ା (pinch of baking soda)

୭. ରିଫାଇନେ ତେଲ (ଛାଣିବା ପାଇଁ) (Refine Oil)

୮. କଟା ଧନିଆ ପତ୍ର (Coriander leaf) 

୯. କିଛି ଲଙ୍କା ଗୁଣ୍ଡ (Pinch of Chilli Powder)





ଆସନ୍ତୁ ତିଆରି କରିବା !!

୧. ପ୍ରଥମେ ପିଆଜ ଗୁଡିକ ଲମ୍ବା ଲମ୍ବା କାଟି ଗିନା ରେ ନିଅନ୍ତୁ 
(Take sliced onion in a large bowl.)



୨. ସେଇ ଗିନା ରେ ବେସନ, ଧନିଆ ପତ୍ର କଟା, ଭୁଷଣ ପତ୍ର କଟା, ଅଳ୍ପ ଲଙ୍କା ଗୁଣ୍ଡ, ଲୁଣ, ଖାଇବା ସୋଡ଼ା ଏବଂ କିଛି ପାଣି ଦେଇ ମିସାନ୍ତୁ 
(Mix gram flour, coriander leaf,curry leaf,chilli poder, salt, baking soda and some water.)


୩. ୧୦ ମିନଟ ପାଇଁ ଛାଡ଼ି ଦିଅନ୍ତୁ 
(Mix well using spoon and keep aside for 10 minutes.)


୪. କଢ଼ହେଈ ଗରମ କରନ୍ତୁ ଏବଂ ସେଥିରେ ତେଲ ଢଳାନ୍ତୁ (ଯେତିକି ତେଲ ରେ ଭଲ ଛାଣି ହବ).
(Heat oil in a deep pan over medium flame. Check whether oil is sufficiently hot or not.just drop little pinch of that mix)


୫. ତେଲ ଗରମ ହେଲା ପରେ ସେଇ ମିଶ୍ରଣ ରୁ କିଛି ଛୋଟ ଭାଗ ନେଇ କଢ଼ହେଈ ରେ ପକାନ୍ତୁ 
(Take a small portion of the mixture by the hand and gently drop 3-4 small fritters into the oil.)



୬. ଲାଲ ଲାଲ ହେଲା ପରେ ବାହାର କରନ୍ତୁ
(deep-fry until they turn golden brown in color)


୭. ଟମାଟୋ ସସ ସହିତ ଖାଇବାକୁ ଦିଅନ୍ତୁ 
(Serve with tomato sauce)



ଯଦି ଆପଣ କିଛି ଦିନ ପରେ ଖାଇବା କୁ ଚାହୁଁଛନ୍ତି ତାହେଲେ ମିଶ୍ରଣ ରେ ପାଣି ମିଶାନ୍ତୁ ନାହିଁ ଏବଂ ଫ୍ରୀଜ଼ ରେ ରଖନ୍ତୁ 





ରେସିପେ ପଠେଇଛନ୍ତି
ପୁଷ୍ପ ଲତା ଜେନା
ରାଉରକେଲା, ଓଡିଶା



ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସିପେ ଫୋଟୋ ଏବଂ ରେସିପେ ଆମକୁ ପଠାନ୍ତୁ - ଓପର ଦିଆ ଯାଇ ଥିବା email id ରେ 
Powered by Blogger.