Write Post in our website (ଆପଣ ଙ୍କ ପୋଷ୍ଟ ଲେଖନ୍ତୁ)

        ନମସ୍କାର ଓଡିଶା, ଆପଣ ଏବଂ ଆମର ୱେବ୍ସାଇଟ "ଓଡ଼ିଆ360.Com" କୁ ସ୍ୱଗଣାଟି ଜଣାଉଛୁ.ଯଦି ଆପଣ ନିଜର କିଛି ଭି ଲେଖା,ଗପ,କାହାଣୀ,ରୋଷେଇ ରେସପି,ସିନେମା ସୂଚନା ଆମ ସଂଗେ ବାଣ୍ଟି ବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହା ବିନା ମୂଲ୍ୟ ରେ ଆମ ୱେବ୍ସାଇଟ ରେ ଲେଖି ପାରିବେ !

        ଏହା ପାଇଁ ଆପଣ ଙ୍କୁ ଏତିକି କରିବାକୁ ପଡିବ ଜେ ଆପଣ ନିଜର ଲେଖା ଆମକୁ ଆମ email id ରେ ପଠାନ୍ତୁ ଯାହାର ବିବରଣୀ ତଳେ ଦିଅ ହୋଇଛି ! ତାହା ସହିତ ଯଦି ଆପଣ ଚାହାନ୍ତି ତାହେଲେ ନିଜ ଫୋଟୋ ମଧ୍ୟ ଆମକୁ ପଠାନ୍ତୁ ! ନିଜର ନାଁ ଠିକଣା ମଧ୍ୟ ସଂଲନ କରନ୍ତୁ ! ଆମେ ଆପଣଙ୍କ ଠାରୁ କିଛି ପଇସା ନବୁ ନାହିଁ ଏବଂ ଏହା ସମ୍ପୂର୍ଣ ରୂପେ ମାଗଣା ଅଟେ !

         ଆପଣ ଙ୍କ post ଆମ ଲୋକ ଙ୍କ ଦ୍ଵାରା ପରୀକ୍ଷା କର ଯିବ ଏବଂ ଆପଣ ଙ୍କୁ ଜଣାଇ ଦିଅ ଯିବ !


ଆପଣ ପୋଷ୍ଟ ଲେଖିଲା ବେଳେ ଧ୍ୟାନ ରଖନ୍ତୁ ଜେ ଆପଣ ଙ୍କ ଅକ୍ଷର ବଡ଼ ହେଇଥିବା ଦରକାର (14px), heading ଗୁଡିକ ମୋଟା (bold) ଅକ୍ଷର ଥିବା ଦରକାର !
ପୋଷ୍ଟ ରେ କୌଣସି ପ୍ରକାର ଫୋଟୋ ଦିଅନ୍ତୁ ନାହିଁ ଯଦି ଦରକାର ଥାଏ ତାହେଲେ ଫୋଟୋ କୁ email ରେ ପଠାନ୍ତୁ!
ପୋଷ୍ଟ ର ନାଁ ଠିକ ଭାବରେ ଲେଖନ୍ତୁ !
କୌଣସି ଅସଭ୍ୟ ଭାଷା ଲେଖନ୍ତୁ ନାହିଁ !

ଆମର ସବୁଠୁ ଭଲ ଏବଂ ଶ୍ରେଷ୍ଠ ଲେଖକ ବା ଲେଖିକା ପ୍ରତି ବର୍ଷ ଗିଫ୍ଟ ପାଇବେ !



In English: Any one can write on our website, Any Post like Movie info, Story, Cooking Recipe, Odisha Jobs, Other Odisha related information all are eligible.Just Send your Post in document format(Docx) with your all required files like photos, video, music etc.. 


Email Id: Odia360.Com@Gmail.Com






Powered by Blogger.