Header Ads

Chicken Tikka Masala Recipe (କୁକୁଡ଼ା ମାଂସ ଟୀକ୍କା ମସଲା ରେସପି)

Image Credit: google


Chicken Tikka Masala Recipe Ingredients (କୁକୁଡ଼ା ମାଂସ ଟୀକ୍କା ମସଲା ରେସପି ସାମଗ୍ରୀ ଦରକାର)

- ୧ କପ ଦହି  (1 cup yogurt) 
- ୧ ଚାମଚ ଲେମ୍ବୁ ରସ  (1 tablespoon lemon juice) 
- ୨ ଚାମଚ ଜିରା ଗୁଣ୍ଡ  (2 teaspoons fresh ground cumin) 
- ୧ ଚାମଚ ଡାଲଚିନି ଗୁଣ୍ଡ (1 teaspoon ground cinnamon)
- ୨ ଚାମଚ ଲଙ୍କା ଗୁଣ୍ଡ  (2 teaspoons cayenne pepper) 
- ୨ ଚାମଚ ଗୋଲମରିଚ ଗୁଣ୍ଡ  (2 teaspoons freshly ground black pepper)
- ୧ ଚାମଚ ଅଦା ଛୋଟ କଟା  (1 tablespoon minced fresh ginger) 
- ଲୁଣ ସ୍ୱାଦ ଅନୁଯାଇ  (1 teaspoon salt, or to taste) 
- ୩ ପିସ ହାଡ଼ ଏବଂ ଚମଡା ନ ଥିବା ଚିକେନ  (3 boneless & skinless chicken (bite-size pieces))
- ୧ ଚାମଚ ଲହୁଣୀ  (1 tablespoon butter )
- ୧ ପାଖୁଡା ରସୁଣ (1 clove garlic)
- ୨ଟି ଲାଲ ସିମିଳା ଲଙ୍କା  (2 teaspoons paprika) 
- ଟମାଟର ସସ  (tomato sauce)
- ୧ କପ କ୍ରିମ  (1 cup heavy cream) 
- ଅଧା କପ କଟା ଧନିଆ ପତ୍ର  (1/4 cup chopped fresh cilantro)
- ୪ ଟି ତନ୍ଦୁରି ପାଇଁ ବାଡ଼ି  (4 long skewers)



Chicken Tikka Masala Making Steps

(କୁକୁଡ଼ା ମାଂସ ଟୀକ୍କା ମସଲା ତିଆରି ପ୍ରଣାଳୀ )


୧. ଏକ ବଡ଼ ଜାଗା ରେ ଦହି, ଲେମ୍ବୁ ରସ, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ,  ଅଦା ଛୋଟ କଟା, ଲୁଣ ନେଇ ଭଲ ରେ ମିଶାନ୍ତୁ | ମାଂସ କୁ ସେଥିରେ ଗୋଳାଇ ଫ୍ରିଜ ରେ ୧ ଘଣ୍ଟା ରଖି ଦିଅନ୍ତୁ |
(1. In a large bowl, Mix yogurt, lemon juice, 2 teaspoons cumin, cinnamon, cayenne, black pepper, ginger, and salt. Stir in chicken, cover, and refrigerate for 1 hour.)



୨. ଆଞ୍ଚ କୁ ଆଗରୁ ଗରମ କରି ରଖନ୍ତୁ (2. Preheat a grill for high heat.)



୩. ଭଲ ରେ ତନ୍ଦୁରି କଣ୍ଟା(ବାଡ଼ି) ରେ ମାଂସ କୁ ଭଲ ରେ ଫୁଟାଇ ଆଞ୍ଚ ଅପରେ ଧୀରେ ଧୀରେ ରଖନ୍ତୁ, ଭଲ ଭାବ ରେ ସେକି ଦିଅନ୍ତୁ ଯେପରି ସବୁ ପାଖ ଭଲ ରେ ସିଝି ଯିବା (3. Lightly oil the grill grate. Thread chicken onto skewers, and discard marinade. Grill until juices run clear, about 5 minutes on each side.)



୪. ଗୋଟେ ପତ୍ର ରେ ଲହୁଣୀ ମୁ ହାଲକା ଗରମ କରନ୍ତୁ ଏବଂ ତରଲାଇ ଦିଅନ୍ତୁ |  
(4. Melt butter in a large heavy skillet over medium heat.) 



୫. ଲଙ୍କା ଗୁଣ୍ଡ, କାପ୍ସିକମ କୁ ଭଲ ଭାବ ରେ ମିଶାନ୍ତୁ ୧ ମିନିଟ ପାଇଁ | ବର୍ତମାନ ସେଥିରେ ଜିରା, ଲଙ୍କା ଗୁଣ୍ଡ ଏବଂ ଲୁଣ ମିଶାନ୍ତୁ |
(5. Saute garlic and jalapeno for 1 minute. Season with 2 teaspoons cumin, paprika, and 3 teaspoons salt.)



୬. ବର୍ତମାନ ସେଥିରେ ଟମାଟୋ ସସ ଏବଂ କ୍ରିମ ମିଶାନ୍ତୁ, ୨୦ ମିନଟ ପାଇଁ ଭଲ ରେ ଗରମ କରନ୍ତୁ ଯେଭଳି ଏହା ଭଲ ରେ ସିଝି ଯାଉ
(6. Stir in tomato sauce and cream. Simmer on low heat until sauce thickens, about 20 minutes.)




୭. ମାଂସ କୁ ସେଥିରେ ଦିଅନ୍ତୁ ଏବଂ ୧୦ ମିନଟ ପାଇଁ ଅପେକ୍ଷା କରନ୍ତୁ 
 (7. Add grilled chicken for 10 minutes.) 



୮. ଖାଇବାକୁ ପରସନ୍ତୁ କିଛି ଧନିଆ ପତ୍ର ଦେଇ 
(8. Transfer to a serving platter, and garnish with fresh cilantro.)



ରେସିପି ତିଆରି କରିଛନ୍ତି 
ଅର୍ପିତା ମହାପାତ୍ର 

ଭୁବନେଶ୍ୱର, ଓଡିଶା


ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - Odia360.com@gmail.com 

No comments

Powered by Blogger.